Puja's Rasoi & Vlogs

  • Home
  • Puja's Rasoi & Vlogs

Puja's Rasoi & Vlogs Puja’s Rasoi & Vlogs | Odisha Food & Life 🍲✨
Authentic Odia recipes, simple home cooking, daily vlogs and culture — straight from Jajpur, Odisha.

Puja’s Rasoi & Vlogs | Odisha Food & Daily Life 🍲🌿
Authentic Odia recipes • Simple Home Cooking • Everyday Vlogs
Straight from Jajpur, Odisha 🏡

👇 Enjoy a mix of Odia food, lifestyle moments & kitchen stories

✨ From Pakhala Bhata, Chhena Poda, and traditional Odia dishes to festival vlogs, daily routines, market visits, and family moments… this channel brings you the real taste and life of Odisha. Perfect for food lovers and viewers who enjoy homely recipes, cultural vlogs, and simple living.

📌 Follow Puja’s Rasoi & Vlogs for daily Odia recipes, kitchen hacks, food vlogs, festival glimpses, and everyday life updates.

28/10/2026

ମୋ ସାଙ୍ଗର କେତେ ଘରକରଣା ବୁଦ୍ଧି! 😍👏 ତା’ଠାରୁ ତ ଅନେକ କିଛି ଶିଖିବାର ଅଛି 😂❤️

27/10/2026

“ଶୀଘ୍ର ଆଞ୍ଜୁଳି ଟେକ, ନହେଲେ ଜହ୍ନ ହୋଇଯିବ ବୁଢ଼ା!” 😂🤣🌙
ଏମିତି ମଜାଳିଆ କଥା ଶୁଣି ହସି ହସି ଗଡ଼ିଯିବେ! 😜❤️

26/10/2026

ମୋ ସାନ ଭଉଣୀ କେତେ ସୁନ୍ଦର ଭାବେ ଚଉଁରା ସଜାଉଛି 🥰🌿🪔 ଆମ ଓଡ଼ିଆ ପରମ୍ପରା ଓ ସଂସ୍କୃତିର ଏକ ସୁନ୍ଦର ଝଲକ ❤️🙏

#ଚଉଁରାସଜା

24/10/2026

ଆଜି ମଟନ ସହ ଚକୁଳି… ଆହା! 😋❤️ ସ୍ୱାଦ ଏମିତି ଯେ ଖାଇବାରେ ପୁରା ଜମିଗଲା! 🤤🍖🥞 ଆପଣମାନଙ୍କ ଘରେ ଏହି କମ୍ବିନେସନ୍ କିଏ କିଏ ପସନ୍ଦ କରନ୍ତି? 😍❤️



[Mutton Chakuli, Odia Food, Chakuli Pitha, Mutton Curry, Traditional Odia Food, Food Vlog, Odia Cooking, Homemade Food, Delicious Food, Food Lovers]

21/10/2026

ବାପଘରେ ଭେଟିଲି ମୋ ପିଲାଦିନର ସାଙ୍ଗକୁ। 🫂ପିଲାଦିନର ବନ୍ଧୁତା ସବୁବେଳେ ହୃଦୟର ଅତି ନିକଟରେ ରହିଥାଏ। 🥰



[ପିଲାଦିନ ସାଙ୍ଗ, ବାପଘର, childhood friends, old memories, friendship, childhood memories, Odia family vlog, reunion, best friend, happy moments]

20/10/2026

ପରିବାର ସହ ମଙ୍ଗଳପୁର ଦୁର୍ଗା ପୂଜା ବୁଲାବୁଲି।🙏



[Mangalpur Durga Puja, Durga Puja 2026, family outing, Odia family vlog, Maa Durga darshan, Mangalpur vlog, family memories, festive vibes, Odia culture, Pujas Rasoi And Vlogs]

ମୋ ହସର କାରଣ, ମୋ ହୃଦୟର ସବୁଠୁ ସୁନ୍ଦର ଅନୁଭବ… 🥹❤️ ମୋ ଜୀବନର ସବୁଠୁ ମୂଲ୍ୟବାନ ଉପହାର ହେଉଛନ୍ତି ମୋ ମା’ 🫶🏻💖 ମା’ଙ୍କ ଭଲପାଇବା ଆଗରେ ସବୁକ...
20/10/2026

ମୋ ହସର କାରଣ, ମୋ ହୃଦୟର ସବୁଠୁ ସୁନ୍ଦର ଅନୁଭବ… 🥹❤️ ମୋ ଜୀବନର ସବୁଠୁ ମୂଲ୍ୟବାନ ଉପହାର ହେଉଛନ୍ତି ମୋ ମା’ 🫶🏻💖 ମା’ଙ୍କ ଭଲପାଇବା ଆଗରେ ସବୁକିଛି ଫିକା… ମୋ ଦୁନିଆ, ମୋ ମା’ 🥰🌍❤️



[My Mother, Maa Love, Mother Daughter Bond, Mothers Love, Odia Family, Emotional Caption, Maa Is Everything, Family Love, Odia Status, Pure Love]

19/10/2026

ଦୁର୍ଗା ପୂଜା ପାଇଁ ଚାଲିଲି ବାପଘର। ବାପଘରକୁ ଯିବାର ଖୁସି ହିଁ କିଛି ଅଲଗା!



[Durga Puja, Bapaghara Jatra, Odia family vlog, Durga Puja 2026, Maa Durga, Odia lifestyle, village vlog, festive vlog, Odia tradition, homecoming]

18/10/2026

🌾🙏 ଗର୍ଭଣା ସଂକ୍ରାନ୍ତି ବା ଖଡ଼ା ମରା ସଂକ୍ରାନ୍ତିର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା 🙏🌺

ଏହି ପବିତ୍ର ଦିନରେ ମା’ ଲକ୍ଷ୍ମୀଙ୍କ କୃପାରୁ ସମସ୍ତଙ୍କ ଘରେ ସୁଖ, ଶାନ୍ତି, ସମୃଦ୍ଧି ଓ ଖୁସି ଭରିଯାଉ। ❤️🌾 ଚାଷୀ ଭାଇମାନଙ୍କ କ୍ଷେତରେ ଭଲ ଫସଲ ହେଉ ଏବଂ ସମସ୍ତଙ୍କ ଜୀବନ ମଙ୍ଗଳମୟ ହେଉ। 🙏💐

ସମସ୍ତଙ୍କୁ ଗର୍ଭଣା ସଂକ୍ରାନ୍ତିର ଅନେକ ଅନେକ ଶୁଭେଚ୍ଛା! 🌾❤️

#ଗର୍ଭଣାସଂକ୍ରାନ୍ତି #ଖଡ଼ାମରାସଂକ୍ରାନ୍ତି

Address

Dhamnagar

Website

Alerts

Be the first to know and let us send you an email when Puja's Rasoi & Vlogs posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

  • Want your business to be the top-listed home improvement business?

Share